ବୁଟୁ ଓ ତାଙ୍କ ମା’ ଓଡିଶାର ଗୋଟିଏ ଗ୍ରାମରେ ସାଧାରଣ ଜୀବନ ବିତାଉଛନ୍ତି । ବୁଟୁ ଏକ ଭଲ ଜୀବନ ପାଇଁ ଅନ୍ୟ କେଉଁଠିକି ଯିବାର ସ୍ବପ୍ନ ଦେଖେ । କିନ୍ତୁ ଅପେକ୍ଷା କରାଯାଇନଥିବା କିଛି ଘଟଣା ସେମାନଙ୍କ ଜୀବନକୁ ବିପର୍ଯ୍ୟସ୍ତ କରିଦେଇଥାଏ । ସେମାନେ ଏହି ସମସ୍ୟାଗୁଡିକୁ ଜୟ କରି ସ୍ବପ୍ନ ପୂରଣ କରିପାରିବେ କି?
No actors for this record.
No lists.
No lists.
No lists.
Please log in to view notes.